ରାଜଧାନୀରେ ରୋଗ ବାଣ୍ଟୁଛି ବିଏମ୍‌ସି : ଜନବସତି ମଧ୍ୟରେ ଏମ୍‌ସିସି

ଭୁବନେଶ୍ୱର: ଘର ପାଖକୁ ପ୍ରତିଦିନ ଆସୁଛି କୁଢ଼କୁଢ଼ ଅଳିଆ। ସଫେଇ ଗାଡ଼ିଗୁଡ଼ିକ ୱାର୍ଡରୁ ଆବର୍ଜନା ସଂଗ୍ରହ କରିବା ପରେ ତାହାକୁ ମାଇକ୍ରୋ କମ୍ପୋଜିଟିଂ ସେଣ୍ଟର(ଏମ୍‌ସିସି)ରେ ଆଣି ପକାଉଛନ୍ତି। ଯେଉଁଥିପାଇଁ ଏବେ ପ୍ଲାଣ୍ଟ ନିକଟରେ ରହୁଥିବା ଲୋକଙ୍କ ଜୀବନ ଦୁର୍ବିସହ ହୋଇଗଲାଣି। ଦୁର୍ଗନ୍ଧ ଏପରି ହେଉଛି ଯେ, ସକାଳଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଲୋକେ କବାଟ, ଝରକା ଖୋଲିପାରୁ ନାହାନ୍ତି। ବୟସ୍କମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ‌ଛୋଟ ପିଲାମାନେ ମଧ୍ୟ ଏଥିରୁ … Continue reading ରାଜଧାନୀରେ ରୋଗ ବାଣ୍ଟୁଛି ବିଏମ୍‌ସି : ଜନବସତି ମଧ୍ୟରେ ଏମ୍‌ସିସି